୨ ବର୍ଷ ପରେ ଧରାପଡ଼ିଲା କୁଖ୍ୟାତ ହତ୍ୟାକାରୀ ପପୁ ଚେମି

ଭୁବନେଶ୍ବର : ୨ ବର୍ଷ ତଳେ ମଞ୍ଚେଶ୍ବର ଥାନା ରଙ୍ଗମାଟିଆରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ଦୀପକ ବେହେରା ଓରଫ୍ ନଣ୍ଡା ହତ୍ୟାକାଣ୍ଡର ଏହି ମୁଖ୍ୟ ଅଭିଯୁକ୍ତ ହେଲା ଅଭିଜିତ୍‌ ଚେମି ଓରଫ୍ ପପୁ(୨୫)। ୨ ବର୍ଷ କାଳ ଲୁଚକାଳି ଖେଳିବା ପରେ ଗତକାଲି ପୁଲିସ ତାକୁ ଗିରଫ କରିବାରେ ସଫଳ ‌ହୋଇଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ … Continue reading ୨ ବର୍ଷ ପରେ ଧରାପଡ଼ିଲା କୁଖ୍ୟାତ ହତ୍ୟାକାରୀ ପପୁ ଚେମି